Browsing Category
ଅଜଣା ରହସ୍ୟ
କଣ ସତରେ ଏହା ସତ୍ୟ ନା ଅନ୍ଧବିଶ୍ବାସ, ଏହା ପଛରେ କି କାରଣ ରହିଛି?
୦୧. ବିଲେଇ ଆଗରେ ଚାଲିଗଲେ।
ଆମ୍ଭେ ସଭିଏ ଜାଣୁ ଯେ ଯଦି ଆମ ଯାତ୍ରା ସମୟରେ ରେ ଗୋଟିଏ ବିଲେଇ ଆଗରେ ଚାଲିଯାଏ ତାହାଲେ ଯାତ୍ରା ଅଶୁଭ ବୋଲି ଧରାଯାଏ କିନ୍ତୁ ଏହା ପଛରେ ପ୍ରକୃତ କାରଣ କଣ ଆଜି ଆମେ ଆପଣଙ୍କୁ କହିବୁ | ପୂର୍ବ ସମୟରେ ଯେତେ ବେଳେ ରାସ୍ତାଘାଟ ଏତେ ଭଲ ନଥିଲା ପ୍ରାୟତଃ ଜଙ୍ଗଲୀ…