ବ୍ରଣ ଦାଉରୁ ମୁକ୍ତି ପାଇବେ କିପରି?

128

ବ୍ରଣ ଏକ ସାଧାରଣ ଏବଂ ବ୍ୟାପୁଥିବା ଚର୍ମ ରୋଗ । ୮୦% ତରୁଣ ଏବଂ ଆଡଲ୍ଟ ଏହାର ଶିକାର ହୋଇଥାନ୍ତି । ୧୧ ରୁ ୩୦ ବର୍ଷର ଲୋକ ସାଧାରଣତଃ ଏହାର ଶିକାର ହୁଅନ୍ତି ।   ଏହା ଚର୍ମର ତୈଳ ଗ୍ରନ୍ଥି କୁ ପ୍ରବାବିତ କରେ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ରୋଗ ନୁହେଁ । ଏହାର ଉପଶମ ପାଇଁ ଘରୋଇ ଉପଚାର ବହୁତ ଫଳପ୍ରଦ ଏବଂ ଚର୍ମ ଉପରେ କୌଣସି ପ୍ରଭାବ ପକାଏ ନାହିଁ । ନମ୍ନରେ କେତେକ ଘରୋଇ ଉପଚାର ଦିଆଗଲା;-

୧.  Alovera:-ଏହା ବ୍ରଣ ଠାରୁ ଆରୋଗ୍ୟ ଲାଭ କରିବା ପାଇଁ ପ୍ରୋତ୍ସାହିତ କରେ  । ଏହା ରୋଗ ସଂକ୍ରମଣ ଓ କ୍ଷତ ଚିହ୍ନ କୁ ପ୍ରତିରୋଧ କରେ । ଗୋଟିଏ ଘି କୁଆଁରି ଗଛରୁ ଜେଲ ଗୁଡିକୁ କୋରି ଦିଅନ୍ତୁ । ଏହି ଜେଲ ଗୁଡିକୁ ବ୍ରଣରେ ଲଗାନ୍ତୁ ।ଏହା ନିଶ୍ଚିତ ଭାବେ ଫଳପ୍ରଦ ହେବ ।

୨.  Honey:- ବ୍ରଣ କୁ ମୁଳୋତ୍ପାଟନ କରିବା ପାଇଁ ମହୁରେ ଥିବା Antibiotics ସାହାଯ୍ୟ କରେ ।

୩.  Lemon And Vinegar :- ଅମ୍ଳ ଜାତୀୟ ଖାଦ୍ୟ ଯଥା ଲେମ୍ବୁ ରସ କିମ୍ବା ଭିନେଗାର ଚର୍ମ ରନ୍ଧ୍ରକୁ ଧୋଇବାରେ ସାହାଯ୍ୟ କରେ ଯାହା ନାଲି ଦାଗ ଓ ବ୍ରଣ ର ଔଷଧ ଭାବେ କାମ କରେ ।

Leave A Reply

Your email address will not be published.