ବ୍ରଣ ଏକ ସାଧାରଣ ଏବଂ ବ୍ୟାପୁଥିବା ଚର୍ମ ରୋଗ । ୮୦% ତରୁଣ ଏବଂ ଆଡଲ୍ଟ ଏହାର ଶିକାର ହୋଇଥାନ୍ତି । ୧୧ ରୁ ୩୦ ବର୍ଷର ଲୋକ ସାଧାରଣତଃ ଏହାର ଶିକାର ହୁଅନ୍ତି । ଏହା ଚର୍ମର ତୈଳ ଗ୍ରନ୍ଥି କୁ ପ୍ରବାବିତ କରେ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ରୋଗ ନୁହେଁ । ଏହାର ଉପଶମ ପାଇଁ ଘରୋଇ ଉପଚାର ବହୁତ ଫଳପ୍ରଦ ଏବଂ ଚର୍ମ ଉପରେ କୌଣସି ପ୍ରଭାବ ପକାଏ ନାହିଁ । ନମ୍ନରେ କେତେକ ଘରୋଇ ଉପଚାର ଦିଆଗଲା;-
୧. Alovera:-ଏହା ବ୍ରଣ ଠାରୁ ଆରୋଗ୍ୟ ଲାଭ କରିବା ପାଇଁ ପ୍ରୋତ୍ସାହିତ କରେ । ଏହା ରୋଗ ସଂକ୍ରମଣ ଓ କ୍ଷତ ଚିହ୍ନ କୁ ପ୍ରତିରୋଧ କରେ । ଗୋଟିଏ ଘି କୁଆଁରି ଗଛରୁ ଜେଲ ଗୁଡିକୁ କୋରି ଦିଅନ୍ତୁ । ଏହି ଜେଲ ଗୁଡିକୁ ବ୍ରଣରେ ଲଗାନ୍ତୁ ।ଏହା ନିଶ୍ଚିତ ଭାବେ ଫଳପ୍ରଦ ହେବ ।
Related Posts