ପୃଥିବୀ ରେ ଗୋଟିଏ ଦିନ ଏହି ସବୁ ଘଟିବ

42

୧. ପ୍ରତି ଦିନ ଆମ ଗ୍ରହରେ ୩୬୫୦୦୦ ମନୁଷ୍ୟ ପହଂଚି ଥାନ୍ତି ।

୨. ପ୍ରାୟ ୧୮୦ ଲକ୍ଷ ଲୋକ ସେମାନଙ୍କ ର ଜନ୍ମ ଦିନ ପାଳନ କରିବେ ।

୩. ୮୬ ଲକ୍ଷ ବିଜୁଳି ପରସ୍ପର ପ୍ରତି ବାଡେଇ ହେବେ ।

୪. ଚାଇନା ର ଲୋକ ୫୧୦୦୦୦ ଟନ ଧାନ ଅମଳ କରିବେ ।

୫. ପୃଥିବୀ ରେ ଥିବା କୁକୁଡା ୧୯୦୦ ଲକ୍ଷ ଅଣ୍ଡା ଦେବେ ।

୬. ଯଦି ପୃଥିବୀର ଅଧିବାସୀ ୨୨୦ କୋଟି ଥର ପାଇଖାନା ଜଳ ଧୌତ କରିବେ ତେବେ ସେହି ଜଳରେ ପୃଥିବୀର ଅଧା ଅଧିବାସୀ ଶୌଚ କରି ପାରିବେ ।

୭. ଆନ୍ତର୍ଜାତୀୟ ମହାକାଶ ସ୍ଥାନରେ ଥିବା ମହାକାଶଚାରୀ ମାନେ ପ୍ରତି ୨୪ ଘଂଟା ରେ ୧୬ ଥର ସୂର୍ଯ୍ୟ ଉଦୟ ଓ ୧୬ ଥର ସୂର୍ଯ୍ୟାସ୍ତ ଦେଖନ୍ତି ।

୮. ଆମ ମଧ୍ୟ ରୁ ଜଣେ ହାରାହାରି ୧୫ ଥର ହସିବ ।

୯. ଆପଣଙ୍କ ହୃଦୟ ୧୦୪୦୦୦ ଥର ସ୍ପନ୍ଦିତ ହେବ ।

୧୦. ଆମ ମଧ୍ୟରୁ ପ୍ରତ୍ୟେକ ହାରାହାରି ୧୬ ଡଲାର ଆୟ କରିବେ ।

୧୧. ପ୍ରତ୍ୟେକ ଝିଂଟିକା ୧୦୦୦ କିଟ ପତଙ୍ଗ କୁ ଖାଇବେ ।

୧୨. ୧୫୦ ଲକ୍ଷ ସିଗାରେଟ୍ ପୃଥିବୀ ରେ ବିକ୍ରି ହେବ ।

୧୩. ଆମ ମଧ୍ୟରୁ ପ୍ରତ୍ୟେକ ହାରାହାରି ୨୦ ମିନିଟ ପାଇଖାନାରେ ବିତାଇବେ ।

Leave A Reply

Your email address will not be published.