ବିୟର ପିଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର ଜୀବନଚର୍ଯ୍ୟା On Mar 31, 2020 155 Share FacebookWhatsAppEmail ୧. ହୃଦ୍ ରୋଗର ଅଶଙ୍କା କମାଏ ବିୟର୍ । ସାମୟିକ ଭାବେ ବିୟର ପିଇବା ହୃତପିଣ୍ଡ ଜନିତ ରୋଗର ଆଶଙ୍କା କମାଏ । ୨. ମାନସିକ ଅବସାଦ କମାଏ ବିୟର । ପ୍ରତିଦିନ ଗୋଟିଏ ବିୟର ଆପଣଙ୍କ ମସ୍ତିଷ୍କକୁ ସୁରକ୍ଷିତ ରଖେ । Related Posts ବାହାନା କଲେ ସଫଳତା କେବେବି ମିଳେନା, ବାହାନା ବନାମ ସଫଳତା Mar 31, 2020 କିପରି ଦେଖାଯିବେ ଚଷମାରେ ସୁନ୍ଦର? Mar 31, 2020 ‘ ଅଳସୁଆମି ’ ବୁଦ୍ଧିମାନ ଲୋକଙ୍କ ଲକ୍ଷଣ! Mar 31, 2020 ୩. ବିୟର ଆମ ଶରୀର ର ରକ୍ତ ଶର୍କରା କୁ କମାଇ ଥାଏ । ୪. ବୃକକ୍ ଷ୍ଟୋନ ର ମାତ୍ରା କୁ କମାଏ ବିୟର । ପ୍ରତିଦିନ ଗୋଟିଏ ବିୟର ବୃକକ୍ ଷ୍ଟୋନ କୁ ୪୦ ପ୍ରତିଶତ କମାଇ ଥାଏ । ଏହା ଆଲକହଲ ର ମୂତ୍ରକାରକ ଔଷଧ ଯୋଗୁଁ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ୫. ଶରୀର ର ହାଡ କୁ ସୁରକ୍ଷା ପ୍ରଦାନ କରେ ବିୟର । ଆପଣ ଯଦି ମହିଳା ତେବେ ମନେ ରଖନ୍ତୁ ବୟସ ସମ୍ବନ୍ଧିତ ରୋଗ Osteoporosis ଦୁର୍ବଳ ହାଡ ଯୋଗୁଁ ହୋଇଥାଏ । ପ୍ରକୃତରେ ବିୟର ପିଇବା ଫଳରେ ଶରୀରର ଅସ୍ଥି ବିଭାଗ ସୁରକ୍ଷିତ ରହେ । 155 Share FacebookWhatsAppEmail