ଅର୍ଥ କେଉଁଠାରୁ ଆଣିବେ ବ୍ୟବସାୟ କରିବାକୁ ବାଣିଜ୍ୟ Last updated Mar 31, 2020 285 Share FacebookWhatsAppEmail ଆଜିକାଲି ର ଦୁନିଆରେ 90% ବ୍ୟବସାୟ ପ୍ରଥମ 5 ବର୍ଷରେ ବନ୍ଦ ହେଇଯାଉଛି ଏବଂ ଭଲ ପରିସ୍ଥିତ କୁ ଆସିଯାଉଛି | ଏହା ଖାଲି ଆପଣଙ୍କର କିମ୍ବା ଆପଣଙ୍କ ସର୍ମ୍ପକି ଙ୍କ ଅସୁବିଧା ନୁହେଁ | ଏହା ଦୁନିଆ ସାରା ଲୋକମାନଙ୍କ ଅସୁବିଧା | ଆଜି ଆମେ ଆପଣଙ୍କୁ କହିବୁ କିପରି ଭାବରେ ଆପଣ ଆପଣଙ୍କ ବ୍ୟବସାୟ ପାଇଁ ଅର୍ଥ ଏକତ୍ରିତ କରିବେ ଏବଂ କେଉଁଠାରୁ ଅର୍ଥ ଆଣିବେ | କିନ୍ତୁ ଆପଣଙ୍କୁ ଆଗେ ଆପଣଙ୍କ ବ୍ୟବସାୟ କୁ ଜାଣିବାକୁ ପଡିବ ଆପଣଙ୍କ ବ୍ୟବସାୟ ବିଷୟରେ ଟିକିନିକୀ ତଦନ୍ତ କରିବାକୁ ପଡିବ ଏବଂ ସ୍ଵଳ୍ପ ଜ୍ଞାନ internet ବାବଦରେ ଆହାରଣ କରିବାକୁ ପଡିବ | ♔☛ ଆପାଣ ଯଦି ନୂଆ କରି ବ୍ୟବସାୟ କରୁଛନ୍ତି ତାହେଲେ ଆପଣ ନିଜ ବନ୍ଧୁ କିମ୍ବା ପରିବାର ବର୍ଗ ଠାରୁ ସାହାଯ୍ୟ ନେଇପାରିବେ | ଆଉଁ ପ୍ରଥମ ପର୍ଯ୍ୟାୟ ରେ ସେମାନଙ୍କୁ ଛାଡିଦେଲେ ଆପଣଙ୍କ ଉପରେ କେହି ବିଶ୍ଵାସ କରି ନପାରନ୍ତି | ଆଉ ଅନେକ ସମୟରେ ବୋହୁତ ଲୋକ ମାନଙ୍କ ପାଖରେ ପ୍ରଚୁର ଅର୍ଥ ଥାଏ କିନ୍ତୁ ସେମାନଙ୍କ ପାଖରେ ଞାନ ନଥାଏ | ତେଣୁ ଆପଣ ତାଙ୍କ ଠାରୁ ମଧ୍ୟ ସାହାର୍ଯ୍ୟ ନେଇପାରିବେ | ସେହୁଏତ ଆପଣଙ୍କ ସାଙ୍ଗ ହେଉ ବା ସର୍ମ୍ପକିୟ | ♔☛ ଆପଣଙ୍କ ବ୍ୟବସାୟ ର ପ୍ରାରମ୍ଭ ସମୟ ରେ ଆପଣ “Angel investor” ଖୋଜି ପାରିବେ ସେମାନଙ୍କ ଭଳି ଏଇମାନେ ଆସି ଆପଣଙ୍କ ବ୍ୟବସାୟକୁ ଅର୍ଥ ଦେଇଥାନ୍ତୁ, କିନ୍ତୁ shares ବଦଳରେ ଏବଂ ସବୁଠାରୁ ମହତପୂର୍ଣ ଅର୍ଥ ନିବେଷର ନାମ venture capital ଏବଂ private equity ଏହାଇଥାଏ | ♔☛ venture capital ଏବଂ private equity ମଧ୍ୟରେ ଅନ୍ତର ଏହାକୀ VC ଆପଣଙ୍କ ପାଇଁ seed capital ଆଣିଥାଏ ଏବଂ PE ଆପଣଙ୍କ ପାଇଁ growth capital ଅଣିଥାଏ | ♔☛ VC ଆପଣଙ୍କ idea ଉପରେ ପୁଞ୍ଜିନିବେଶ କରିଥାଏ ଏବଂ ଆପଣଙ୍କ profit କୁ ଦେଖି ପୁଞ୍ଜିନିବେଶ କରିଥାଏ | ସେ ଆପଣଙ୍କର ପୂର୍ବ ବର୍ଷର Balance sheet, profit stability ଆଦିକୁ ଦେଖି ପୁଞ୍ଜିନିବେଶ କରିଥାନ୍ତି | Related Posts କିପରି କରିବେ ଆପଣଙ୍କ ପ୍ରଥମ ବ୍ୟବସାୟ? Mar 28, 2020 ଏହି ଫର୍ମୁଲା ଦ୍ୱାରା ୩୦ ଦିନ ଭିତରେ ଆପଣ ବିନା ଅର୍ଥ… Mar 28, 2020 ♔☛ VC ସବୁ ପ୍ରକାର ବ୍ୟବସାଇ ଦୃଷ୍ଟି ଦେଇନଥାନ୍ତି |କେତକ ହାତଗଣତି ବିଭାଗରେ ପୁଞ୍ଜିନିବେଶ କରିଥାନ୍ତି | କିନ୍ତୁ PE ସବୁବିଭାଗରେ ପୁଞ୍ଜିନିବେଶ କରିଥାନ୍ତି | ♔☛ VC ବହୁତ high risk ରେ ପୁଞ୍ଜିନିବେଶ କରିଥାନ୍ତି | କିନ୍ତୁ PE low risk ରେ ପୁଞ୍ଜିନିବେଶ କରିଥାନ୍ତି | ♔☛ VC ଅଳ୍ପ ପୁଞ୍ଜିନିବେଶ କରିଥାନ୍ତି |ଯେଉଁଠିକି 1 million $ ରୁ 5 million $ କିନ୍ତୁ PE 10 million $ ରୁ ଆରମ୍ଭ କରିଥାଏ | ♔☛ VC କୁ ଲାଭରେ ମନ ନଥାଏ | ସେ sells ରେ ମନ ରଖିଥାଏ କିନ୍ତୁ PE ସବୁବେଳେ profit କୁ ଦେଖିଥାଏ | ♔☛ VC ସବୁବେଳ Market Share ବଢେଇ ଚାଲିଥାଏ | କିନ୍ତୁ PE ସବୁବେଳେ Profit Share ବଢେଇ ଚାଲିଥାଏ | ♔☛ VC ଅଳ୍ପ ସମୟ ମଧ୍ୟରେ ଅଧିକ ଲାଭ ଉଠାଇବାକୁ ଚାହିଁଥାଏ |କିନ୍ତୁ PE ବ୍ୟବସାୟ କୁ Stable କରିବାକୁ ଚାହିଁଥାଏ VC ଅନ୍ୟ VC କୁ company ବିକ୍ରି କରିବାକୁ ପ୍ରୟାସ କରିଥାଏ ଏବଂ PE, IPE କୁ ଆପଣଙ୍କ ବ୍ୟବସାୟରେ ଯଦି ଭଲ ଲାଭ ହେଉଛି ଏବଂ cash flow ଠିକ୍ ଅଛି ତେବେ ଆପଣ VC ଅପେକ୍ଷିୟା Bank Loans ରେ ଅଧିକ ଫାଇଦା ମିଳିବ କାରଣ VC କୁ Share ଦବାକୁ ଆଉ ପଡିବନି କିନ୍ତୁ ଦେଖିବାକୁ ଗଲେ PE ସବୁଠାରୁ ଭଲ ଅଟେ | 285 Share FacebookWhatsAppEmail