ଏକ ଭଲ ପ୍ରୌଢ କିପରି ହେବେ?

27

୧.    ଏକ ଭଲ ପ୍ରୌଢ ର ଜୀବନ ଯାପନ କରନ୍ତୁ । 

  •           ପ୍ରଥମେ ଆପଣଙ୍କ ପାଠ ପଢା ସଂପୂର୍ଣ୍ଣ କରନ୍ତୁ ।

  •           ଏକ ଭଲ ଚାକିରି କରନ୍ତୁ ।

  •            ଅର୍ଥନୈତିକ ଭାବେ ସ୍ୱାଧିନ ହୁଅନ୍ତୁ ।

  •            ଯାନ ବାହନ,ଘର ଓ ସ୍ୱାସ୍ଥ୍ୟ ର ବୀମା କରାନ୍ତୁ ।

  •            ଆପଣଙ୍କ ନିଜର ଏକ ଘର କରନ୍ତୁ ।

           ଏକ ବିଶ୍ୱାସଯୋଗ୍ୟ ପରିବହନ ବ୍ୟବସ୍ଥାର ଆୟୋଜନ କରନ୍ତୁ । ଏଥି ପାଇଁ ଆପଣ ଏକ ଗାଡି କିଣି ପାରିବେ କିମ୍ବା ସର୍ବସାଧାରଣ ପରିବହନ ବ୍ୟବସ୍ଥାର ବ୍ୟବହାର କରି ପାରିବେ ।

  •            ବିଭିନ୍ନ ଦେଶ କୁ ଯାତ୍ରା କରନ୍ତୁ ।

  •            ପ୍ରତିଶ୍ରୁତିବଦ୍ଧ ସଂପର୍କ ଖୋଜନ୍ତୁ ।

  •            କାର୍ଯ୍ୟ ଭାର ଗ୍ରହଣ କରନ୍ତୁ ।

୨.    ଦାଇତ୍ୱବୋଧ ଅଭ୍ୟାସ ଶିକ୍ଷା ଲାଭ କରନ୍ତୁ ।

  •             ସବୁ କାର୍ଯ୍ୟ  ଠିକ ସମୟରେ କରନ୍ତୁ ।

  •             ଟଙ୍କା ର ଖର୍ଚ୍ଚ ବୁଦ୍ଧିମତା ର ସହ କରନ୍ତୁ ।

  •              ବିଭିନ୍ନ ପ୍ରକାର ବିଲ ଓ ଲୋନ ଠିକ ସମୟରେ ପୈଠ କରନ୍ତୁ ।

  •              ଆପଣଙ୍କ ଅଧିକାର ସଂଗଠିତ କରନ୍ତୁ ।

୩.    ଆପଣ ଆପଣଙ୍କ ଚିନ୍ତାଧାରା ବଦଳାନ୍ତୁ ।

  • ଯଦି ଆପଣଙ୍କ ସ୍ୱଭାବ ଛୋଟ ପିଲାଙ୍କ ଭଳି ତେବେ ଏହା କୁ ତୁରନ୍ତ ବଦଳାନ୍ତୁ ।

  •  ସ୍ୱାଧୀନ ଭାବେ ନିଷ୍ପତ୍ତି ଗ୍ରହଣ କରନ୍ତୁ ।

  • ଲକ୍ଷ୍ୟ ସ୍ଥିର କରନ୍ତୁ ଓ ପୁରା ନ ହେବା ପର୍ଯ୍ୟନ୍ତ ଛାଡନ୍ତୁ ନାହିଁ ।

  • ଆପଣଙ୍କ ଭୁଲ ପାଇଁ ଅନ୍ୟ କୁ ଦୋଷାରପ କରନ୍ତୁ ନାହିଁ ।    

Leave A Reply

Your email address will not be published.