Facebook ରେ କିପରି ଝିଅ କୁ Impress କରିବେ?

30

ଆଜିକାଲି କା Facebook ଜମାନାରେ ଝିଅମାନଙ୍କୁ Impress କରିବା ସହଜ ଏବଂ ସରଳ ଅଟେ । ଏମିତି କିଛି ଫରମୁଲା ଆଜି ଆମେ କହିବୁ ଯାହାକୁ ଆପଣ ପ୍ରୟୋଗ କରି Facebook ରେ ନିଜର Boyfriend କିମ୍ବା Girlfriend ବନେଇ ପାରିବେ ।

  1. ପ୍ରୋଫାଇଲ କୁ ସୁନ୍ଦର ଭାବେ ସଜାନ୍ତୁ  ଯେମିତିକି ଗୋଟିଏ ଭଲ ପ୍ରୋଫାଇଲ ଫଟୋ,ନିଜ ବିଷୟରେ କିଛି ମଜାଦାର ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବଂ ଆପଣଙ୍କର ପସନ୍ଦ,ନାପସନ୍ଦ କୁ ଅପଡେଟ କରିବେ ।

  2. ସେହି ଝିଅ ବା ପୁଅ ର ପ୍ରୋଫାଇଲ କୁ ଦୈନିକ ପରିଦର୍ଶନ କରନ୍ତୁ । ତାଙ୍କର ସମସ୍ତ ଫଟୋ,ମେସେଜ,ଭିଡିଓ,ସ୍ଟାଟସ୍ ଆଦିକୁ ଭଲ ଭାବରେ ନିରିକ୍ଷଣ କରନ୍ତୁ ।

  3. ସେ ଯେତେବେଳେ ଅନଲାଇନ ଆସିବେ ଆପଣ ସେତେବେଳେ ଅନଲାଇନ ଆସନ୍ତୁ । ୨ ସପ୍ତାହ ନଜର ରଖିଲା ପରେ ଆପଣ ଜାଣି ପାରିବେ ସେ କେତେବେଳେ ଅନଲାଇନ ଆସୁଛନ୍ତି ।

  4. ଆପଣଙ୍କର ପ୍ରଥମ ହାଏ ସର୍ବଦା ଅଲଗା ହେବା ଦରକାର ଏବଂ ଆକର୍ଷିତ ମଧ୍ୟ ହେବା ଦରକାର ।  ଆପଣ ଏପରି ମଧ୍ୟ ଲେଖି ପାରିବେ ;- Can I Disturb The Busiest Person Of The World Just To Say Hi, Hello Gorgeous Looking In DP,Hi Can I Say Something About ?

  5. Hi ମେସେଜ ପରେ କିଛି ମଜାଦାର ବିଷୟ ରେ ଅଲୋଚନା କରି ଦେବା ଉଚିତ ।

  6. ଯେତେ ପାରିବେ ତା ବିଷୟରେ ସୂଚନା ଏକତ୍ରିତ କରିବେ । ଆଉ ଆପଣ ଧର୍ଯ୍ୟର ସହ ଶୁଣନ୍ତୁ । ଏପରି କରିବା ଦ୍ୱାରା ଆପଣ ତାଙ୍କ ବିଷୟରେ କିଛି ଜାଣି ପାରିବେ ।

  7. ଚାଟ କରିବା ପ୍ରକ୍ରିୟା ସାଧାରଣ ହେବା ଉଚିତ ନୁହେଁ । ଆଉ ଅତ୍ୟଧିକ ମେସେଜ ପଠାଇ ତାଙ୍କୁ ବୋର କରିବା ଦରକାର ନାହିଁ । ଗୋଟିଏ ମେସେଜ ପଢିବା ପରେ ଆଉ ଗୋଟିଏ ମେସେଜ ପଠାନ୍ତୁ ।

  8. ଚାଟ ଜାରି ରଖନ୍ତୁ ସଦାସର୍ବଦା । ଗୋଟିଏ ମାସ ପରେ କିଛି ବି ଚାଟ କରନ୍ତୁ ନାହିଁ। ଏହା ଦ୍ୱାରା ଆପଣ ଜାଣି ପରିବେ ତାଙ୍କର ଗଭୀରତ୍ୱ କେତେ ।

  9. ଭଡିଓ ଚାଟ ଆରମ୍ଭ କରି ଦିଅନ୍ତୁ  । ଶାଳୀନତାର ସହ କଥା ହୁଅନ୍ତୁ ।  

Leave A Reply

Your email address will not be published.