ମାଗଣାରେ କିପରି Google ଠାରୁ ଶିକ୍ଷା ଗ୍ରହଣ କରିବେ?

56

ଶିକ୍ଷା ଦୁନିଆର ସବୁଠାରୁ ଶ୍ରେଷ୍ଠଅଟେ । ଉଚିତ ସମୟରେ ଶିକ୍ଷା ମିଳିଲେ ତାହା ଆପଣଙ୍କୁ ଭଲ ବାଟ କୁ ନିଏ ନହେଲେ ଖରାପ ବାଟକୁ । କିନ୍ତୁ ଆମ ଦେଶରେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ଅର୍ଥ ଅଭାବରେ ଶିକ୍ଷା ଲାଭ କରିପାରୁ ନାହାଁନ୍ତି । ଆଉ ବହୁତ ଲୋକ ଅଛନ୍ତି ଯିଏ କି ଉପଯୁକ୍ତ ପରୀକ୍ଷାରେ ଫେଲ ହେବାରୁ ଆଗକୁ ଶିକ୍ଷା ଲାଭ କରିପାରୁ ନାହାଁନ୍ତି । ଆଉ ବହୁତ ଲୋକଙ୍କୁ ସମୟର ଅଭାବ ହେଉଛି । ଆଜି ଆମେ ଆପଣଙ୍କୁ କହିବୁ କିପରି ଆପଣ ଗୁଗୁଲ ଠାରୁ ଶିଖି Certificate ମଧ୍ୟ ନେଇ ପାରିବେ । ଆପଣଙ୍କ ର ଯାହା ଇଚ୍ଛା ତାହା ଶିଖି ପାରିବେ ।

୧.    UDACITY: www.udacity.com ରେ ଯାଇ ଆପଣ ଆପଣଙ୍କ ମନ ପସନ୍ଦ ର ପାଠ୍ୟକ୍ରମ ରେ ପଞୀକରଣ ମାଗଣାରେ କରାଇ ପାରିବେ।

୨.    EDX: www.edx.org ରେ Sign Up କରି ଆପଣ ଅନେକ ଜ୍ଞାନ ପାଇପାରିବେ ।

୩.    Youtube: ଆପଣ Youtube ବିଷୟରେ ତ ଜାଣିଥିବେ । ଆପଣ Youtube ରେ ଆଜି କିଛି ବି ଶିକ୍ଷା କରି ପାରିବେ । 

୪.    W3SCHOOL: www.w3schools.com ରେ ଆପଣ ଶିକ୍ଷା କରି ଗୋଟିଏ ଭଲ Web Developerହୋଇପାରିବେ ଏବଂ Certificate ମଧ୍ୟ ହାସଲ କରିପାରିବେ ।

୫.    Google Digital: learndigital.withgoogle.com ରୁ ଆପଣ Business ବିଷୟରେ ଅନେକ ତଥ୍ୟ ଜାଣି ପାରିବେ ।

Leave A Reply

Your email address will not be published.