ଶିକ୍ଷା ଦୁନିଆର ସବୁଠାରୁ ଶ୍ରେଷ୍ଠଅଟେ । ଉଚିତ ସମୟରେ ଶିକ୍ଷା ମିଳିଲେ ତାହା ଆପଣଙ୍କୁ ଭଲ ବାଟ କୁ ନିଏ ନହେଲେ ଖରାପ ବାଟକୁ । କିନ୍ତୁ ଆମ ଦେଶରେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ଅର୍ଥ ଅଭାବରେ ଶିକ୍ଷା ଲାଭ କରିପାରୁ ନାହାଁନ୍ତି । ଆଉ ବହୁତ ଲୋକ ଅଛନ୍ତି ଯିଏ କି ଉପଯୁକ୍ତ ପରୀକ୍ଷାରେ ଫେଲ ହେବାରୁ ଆଗକୁ ଶିକ୍ଷା ଲାଭ କରିପାରୁ ନାହାଁନ୍ତି । ଆଉ ବହୁତ ଲୋକଙ୍କୁ ସମୟର ଅଭାବ ହେଉଛି । ଆଜି ଆମେ ଆପଣଙ୍କୁ କହିବୁ କିପରି ଆପଣ ଗୁଗୁଲ ଠାରୁ ଶିଖି Certificate ମଧ୍ୟ ନେଇ ପାରିବେ । ଆପଣଙ୍କ ର ଯାହା ଇଚ୍ଛା ତାହା ଶିଖି ପାରିବେ ।
୧. UDACITY: www.udacity.com ରେ ଯାଇ ଆପଣ ଆପଣଙ୍କ ମନ ପସନ୍ଦ ର ପାଠ୍ୟକ୍ରମ ରେ ପଞୀକରଣ ମାଗଣାରେ କରାଇ ପାରିବେ।
୨. EDX: www.edx.org ରେ Sign Up କରି ଆପଣ ଅନେକ ଜ୍ଞାନ ପାଇପାରିବେ ।
Related Posts