୧. ଗୁଗୁଲ୍ ରେ ଗୋଟିଏ ଇ-ମେଲ ଆକାଉଂଟ ଖୋଲନ୍ତୁ ।
୨. ଏବେ youtube ରେ ଯାଇ ସମାନ E-mail ID Enter କରନ୍ତୁ ।
୩. ତା ପରେ ଆପଣଙ୍କ Youtube Account Setup ହୋଇଯିବ ।
୪. ତା ପରେ ଆପଣ ଆପଣଙ୍କ Youtube Channel ର ଲୋଗୋ ଏବଂ Coverpage ପ୍ରସ୍ତୁତ କରି ରଖିଥାନ୍ତୁ ।
୫. Coverpage ର Size 2560X1440 Px ହେବା ଦରକାର ।
Related Posts
୬. ଆପଣଙ୍କ Cover Photo JPEG,GIF,BMP,PNG ଫରମାଟ ରେ ହେବା ନିହାତି ଆବଶ୍ୟକ ।
୭. ସଂକେତ ବା ଆଇକନ ଦେବା ନିହାତି ଜରୁରୀ କାରଣ ଏହା ଆପଣଙ୍କରChannel ର ଶୋଭା ବଢାଇଥାଏ । ଧ୍ୟାନ ଦିଅନ୍ତୁ ଏହାର Size (800 X 800)px ହେବା ଜରୁରୀ । ତା ସହିତ ସେଗୁଡିକ JPEG,BMP,GIF,PNG ମଧ୍ୟରୁ ଥିବା ଦରକାର ।
୮. ଏକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଆପଣଙ୍କ Youtube Channel ବିଷୟରେ ବର୍ଣ୍ଣନା । ଏହା ଅଲଗା ଏବଂ ଆକର୍ଷକ ହେବା ନିହାତି ଦରକାର ।
୯. ଆପଣଙ୍କ Youtube Channel ରେ ନିମ୍ନଲିଖିତ କଥା ରଖିବାକୁ ଭୁଲନ୍ତୁ ନାହିଁ । ଅତ୍ୟଧିକ ବ୍ୟବହୃତ ଏବଂ ଉପଯୁକ୍ତ ଶବ୍ଦ । ଆପଣଙ୍କ ଉଦେ୍ଧଶ୍ୟ କୁ ଲୋକଙ୍କ ଦରକାର ରେ ପରିବର୍ତନ କରନ୍ତୁ । ଆପଣଙ୍କର Channel ରେ ଗୋଟିଏ Schedule ରହିବା ଦରକାର । Custom Link ମଧ୍ୟ ରଖନ୍ତୁ । ଆପଣଙ୍କର ଯୋଗାଯୋଗ ତଥ୍ୟ ଯଥା ଫୋନ ନମ୍ବର,E-mail ଆଦି ରଖନ୍ତୁ ।
୧୦.ଏହା ପରେ ଆପଣ ଆପଣଙ୍କ Channel କୁ Verify କରାନ୍ତୁ ଯାହା ଦ୍ୱାରା ଆପଣଙ୍କୁ ନିମ୍ନଲିଖିତ ସୁବିଧା ମିଳିବ ।
-
Custom Thumbnail.
-
External Annotation.
-
Longer Videos.
-
Content ID Appeals.
-
Live Event Streaming.
-
Fan Funding.