22.5 C
Odisha
Monday, September 27, 2021

Youtube ରେ କିପରି ଖୋଲିବେ ଆକାଉଣ୍ଟ୍?  

Must read

୧. ଗୁଗୁଲ୍ ରେ ଗୋଟିଏ ଇ-ମେଲ ଆକାଉଂଟ ଖୋଲନ୍ତୁ ।

୨. ଏବେ youtube ରେ ଯାଇ ସମାନ E-mail ID Enter କରନ୍ତୁ ।

୩. ତା ପରେ ଆପଣଙ୍କ Youtube Account Setup ହୋଇଯିବ ।

୪. ତା ପରେ ଆପଣ ଆପଣଙ୍କ Youtube Channel ର ଲୋଗୋ ଏବଂ Coverpage ପ୍ରସ୍ତୁତ କରି ରଖିଥାନ୍ତୁ ।

୫. Coverpage ର Size 2560X1440 Px ହେବା ଦରକାର ।

୬. ଆପଣଙ୍କ Cover Photo JPEG,GIF,BMP,PNG ଫରମାଟ ରେ ହେବା ନିହାତି ଆବଶ୍ୟକ ।

୭. ସଂକେତ ବା ଆଇକନ ଦେବା ନିହାତି ଜରୁରୀ କାରଣ ଏହା ଆପଣଙ୍କରChannel ର ଶୋଭା ବଢାଇଥାଏ । ଧ୍ୟାନ ଦିଅନ୍ତୁ ଏହାର Size (800 X 800)px ହେବା ଜରୁରୀ । ତା ସହିତ ସେଗୁଡିକ JPEG,BMP,GIF,PNG ମଧ୍ୟରୁ ଥିବା ଦରକାର ।

୮. ଏକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଆପଣଙ୍କ Youtube Channel ବିଷୟରେ ବର୍ଣ୍ଣନା  । ଏହା ଅଲଗା ଏବଂ ଆକର୍ଷକ ହେବା ନିହାତି ଦରକାର ।

୯. ଆପଣଙ୍କ Youtube Channel ରେ ନିମ୍ନଲିଖିତ କଥା ରଖିବାକୁ ଭୁଲନ୍ତୁ ନାହିଁ । ଅତ୍ୟଧିକ ବ୍ୟବହୃତ ଏବଂ ଉପଯୁକ୍ତ ଶବ୍ଦ । ଆପଣଙ୍କ ଉଦେ୍ଧଶ୍ୟ କୁ ଲୋକଙ୍କ ଦରକାର ରେ ପରିବର୍ତନ କରନ୍ତୁ । ଆପଣଙ୍କର Channel ରେ ଗୋଟିଏ Schedule ରହିବା ଦରକାର । Custom Link ମଧ୍ୟ ରଖନ୍ତୁ । ଆପଣଙ୍କର ଯୋଗାଯୋଗ ତଥ୍ୟ ଯଥା ଫୋନ ନମ୍ବର,E-mail ଆଦି ରଖନ୍ତୁ ।

୧୦.ଏହା ପରେ ଆପଣ ଆପଣଙ୍କ Channel କୁ Verify କରାନ୍ତୁ ଯାହା ଦ୍ୱାରା ଆପଣଙ୍କୁ ନିମ୍ନଲିଖିତ ସୁବିଧା ମିଳିବ ।

୧୧.ଏହା ପରେ ଆପଣଙ୍କ Channel ରେ ଅନ୍ୟ ସୋସିଆଲ ନେଟୱାର୍କ ର ଲିଙ୍କ୍ ଆଡ କରନ୍ତୁ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article