କିପରି ଗୁଗୁଲ ଆକାଉଣ୍ଟ ରୁ ଟଙ୍କା ଆୟ କରିବେ?

140

      ଅଜି କାଲିକା ଦିନରେ ଟଙ୍କା କମେଇବା ବହୁତ ସହଜ ହୋଇଗଲାଣି । ଖାଲି ଆପଣଙ୍କୁ ଖୋଜିବାର ଅଛି କି ଆପଣଙ୍କ ପାଖରେ ଏପରି କି ଗୁଣ ଅଛି? ସେ ଯାହା ବି ହେଉ ଆଜି ଆମେ ଆପଣଙ୍କୁ ସେହି ଉପାୟ ବତେଇବାକୁ ଯାଉଛୁ ଯାହା ଦ୍ୱାରା ଆପଣ ବି ମାସକୁ ୫୦୦୦ ରୁ ୫୦୦୦୦୦ ପର୍ଯ୍ୟନ୍ତ ଆୟ କରି ପାରିବେ ।

            ଆମେ ଆପଣଙ୍କୁ କହି ରଖୁଛୁ କି ବିନା ପରିଶ୍ରମରେ କିଛି ବି ଆୟ କରି ହେବ ନାହିଁ । ପରିଶ୍ରମ ଶବ୍ଦ ଶୁଣି ଡରନ୍ତୁ ନାହିଁ । କାରଣ ଏହା ବହୁତ ସହଜ ।

୧.  ଗୁଗୁଲ ର ବହୁତ ଗୁଡିଏ ପ୍ରଡକ୍ଟ ଅଛି । ସେଥର ମଧ୍ୟ ରୁ Google Map,Youtube ଅନ୍ୟତମ ଅଟେ । ଆଜି ଅମେ ଏହି ଦୁଇଟି ଉପରେ ଆଲୋଚନା କରିବୁ ।

୨.  ଗୁଗୁଲ ମ୍ୟାପ ବିଷୟରେ ଆପଣ ଅଳ୍ପ ବହୁତ ଜାଣି ଥିବେ । କିନ୍ତୁ କଣ ଆପଣ ଜାଣିଛନ୍ତି ଗୁଗୁଲ ମ୍ୟାପ ରୁ ମଧ୍ୟ ଆପଣ ଅର୍ଥ ଉପାର୍ଜନ କରି ପାରିବେ ।

       ପ୍ରଥମ ଟି ହେଲା ଯଦି ଆପଣ ଆପଣଙ୍କ ଆଖ ପାଖରେ ଥିବା କୌଣସି ସ୍ଥାନର  3D View କ୍ୟାମେରା ରେ ରେକର୍ଡ କରି ଅପଲୋଡ କରିବେ ତେବେ ଆପଣ କିଛି ଅର୍ଥ ଉପାର୍ଜନ କରିପାରିବେ । ସବୁ ଠାରୁ ବଡ କଥା ହେଲା ଗୁଗୁଲ ଆପଣଙ୍କୁ ତାର କ୍ରେଡିଟ ମଧ୍ୟ ଦେବ । ଯଦି ଆପଣ ଗୁଗୁଲ ମ୍ୟାପ ରେ କୌଣସି ସ୍ଥାନ କୁ ପଂଜୀକରଣ କରାଇବାକୁ ଚାହୁଁଛନ୍ତି ତେବେ ଗୁଗୁଲ ଆପଣଙ୍କୁ ପଏଂଟ ଦେବ ।

୩.  Youtube ବିଷୟରେ ଆପଣ ଅଳ୍ପ ବହୁତ ଅବଗତ ଥିବେ । ତେବେ ଆପଣ ପ୍ରଥମେ ଅଧିକ ଅର୍ଥ ପାଇଁ ପ୍ରୟାସ କରନ୍ତୁ ନାହିଁ । ପ୍ରଥମେ ଆପଣ Youtube ରେ କିପରି ଆକାଉଂଟ ଖୋଲିବେ ତାହା ଜାଣନ୍ତୁ । ତା ପରେ Youtube କିପରି ବ୍ୟବହାର କରିବେ ତାହା ମଧ୍ୟ ଜାଣନ୍ତୁ । ଏହା ପରେ ଆପଣ ଆପଣଙ୍କ Youtube ଆକାଉଂଟ ରେ କିଛି ସିନେମା ଗୀତ ହେଉ ବା ଭିଡିଓ ଅପଲୋଡ କରନ୍ତୁ । ତା ପରେ କିଛି ଶଖିଲା ପରେ ଅନୁଧ୍ୟାନ କରନ୍ତୁ କେଉଁଭଳି ଭିଡିଓ ଅପଲୋଡ କଲେ ଆପଣ ଅର୍ଥ ଉପାର୍ଜନ କରି ପାରିବେ । ତା ପରେ ଆପଣଙ୍କର Interest ଦିଗରେ କିଛି ଭିଡିଓ ଅପଲୋଡ କରନ୍ତୁ । ପ୍ରଥମେ ଆପଣଙ୍କ ଭିଡିଓ କୁ ଅଳ୍ପ ଲୋକ ଦେଖିବେ । ଧୀରେ ଧୀରେ View ବଢିବ । ସେତେ ଦିନ ପର୍ଯ୍ୟନ୍ତ ଧର୍ଯ୍ୟ ର ସହ ଅପେକ୍ଷା କରନ୍ତୁ ।

Leave A Reply

Your email address will not be published.