କିପରି ରଖିବେ ପ୍ରତିକ୍ରିୟା ଯଦି କେହି ଆପଣଙ୍କୁ ଆପଣଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଉଛି ।

37

୧. ସୋସିଆଲ ମିଡିଆରେ :

  • ଗୋଟିଏ ଧନ୍ୟବାଦ ମେସେଜ୍ ପଠାନ୍ତୁ । ଧନ୍ୟବାଦ ବଦଳରେ ଗୋଟିଏ ଫଟୋ ପଠାଇ ପାରିଲେ ଭଲ ହେବ ।

  • ଯଦି କେହି ଅଧିକ ଧାଡିରେ ଲେଖି ଶୁଭେଚ୍ଛା ଜଣାଇଛି ତେବେ ଆପଣ କମ ସେ କମ ୩ ଧାଡିରେ ଲେଖି  ଧନ୍ୟବାଦ ଜଣାନ୍ତୁ । 

  • ଜଣ ଜଣ କରି ଧନ୍ୟବାଦ ଦେବା କିଛି ଆବଶ୍ୟକ ନାହିଁ । ଯଦି ସମୟ ଅଛି ତେବେ ଦିଅନ୍ତୁ ।

  • ଆଉ ଅନ୍ୟ ଲୋକଙ୍କ ଶୁଭେଚ୍ଛା କୁ ଲାଇକ୍ କରି ଦିଅନ୍ତୁ ।

୨.  ଲୋକଙ୍କ ଉପହାର :

  • ଲୋକଙ୍କ ଆଖିରେ ଆଖି ମିଶାଇ କଥା ହୋଇ ଧନ୍ୟବାଦ ଦିଅନ୍ତୁ ।

  • ଗୋଟିଏ କାର୍ଡ ମଧ୍ୟ ଦିଅନ୍ତୁ ।

  • ସବୁ ସାଙ୍ଗମାନଙ୍କୁ ସମାନ ଅଧିକାର ଦିଅନ୍ତୁ ।

  • ଆପଣଙ୍କ ସାଙ୍ଗ ଯାହା ଶୁଣିବାକୁ ଚାହୁଁଛନ୍ତି ତାହା କୁହନ୍ତୁ ।

  • ସମସ୍ତଙ୍କୁ ଭୋଜିରେ ଆମନ୍ତ୍ରଣ କରନ୍ତୁ ।

Leave A Reply

Your email address will not be published.