ଅଜଣା ଲୋକମାନଙ୍କ ସହ କିପରି ଆରମ୍ଭ କରିବେ କଥାବାର୍ତା ଏବଂ ଶେଷ କରିବେ?

82

୧.    ପ୍ରଥମେ ଆଖିରେ ଆଖି ମିଶାନ୍ତୁ । ମୁହଁରେ ଗୋଟିଏ ଛୋଟ ହସ ରଖନ୍ତୁ । ଆଉ ସାମ୍ନା ବାଲାକୁ ଭଲ ଫିଲ କରିବାକୁ ଦିଅନ୍ତୁ । ହାତକୁ ହାତ କ୍ରସ କରି ଛାତି ପାଖରେ ଋଖନ୍ତୁ ।

୨.    ଏହା ପରେ ଶୁଭେଚ୍ଛାର ସହ କଥାବାର୍ତା ଆରମ୍ଭ କରନ୍ତୁ । ଗୋଟିଏ ଛୋଟ ବିଷୟରୁ କଥାବାର୍ତା ଆରମ୍ଭ କରନ୍ତୁ । ଯେପରିକି –

      ଏବେ କେତେଟା ହୋଇଛି ।

      ଆଉ ପ୍ରାୟ ଅଟୋ ମିଳିବନି ।

୩.    ଏହା ପରେ ଆପଣ ଆପଣଙ୍କ ପରିଚୟ ପ୍ରଦାନ କରି ହ୍ୟାଣ୍ଡସେକ ପାଇଁ ହାତକୁ ଆଗକୁ ବଢାନ୍ତୁ ।

୪.    ଅସୀମ ପ୍ରଶ୍ନ ପଚାରନ୍ତୁ ଯେପରି କି ସେ ହଁ ବା ନା ବଦଳରେ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବେ ।

୫.    ତାଙ୍କୁ କିଛି ବୁଝାଇବାକୁ କୁହନ୍ତୁ ଯେପରିକି ଆଜି ୟୁ.ପି ରେ ବି.ଜେ.ପି ଜିତିଲା। ଏହା କିପରିବ ସମ୍ଭବ ? ଇତ୍ୟାଦି ।

୬.    ନା କହିବାକୁ ଡରନ୍ତୁନି? ଯଦି କୌଣସି ପ୍ରସଙ୍ଗରେ ଆପଣ ସହ ମତ ନୁହଁନ୍ତି ତେବେ ର୍ନିଦ୍ୱନ୍ଦରେ ନା କୁହନ୍ତୁ ।

୭.    ସଦା ସର୍ବଦା ନିଜକୁ ସୁରକ୍ଷା ରଖିଲା ଭଳି ବିଷୟ ଅଲୋଚନା କରନ୍ତୁ ।

୮.    ଆଲୋଚନାର ବିଷୟ ଯେଉଁ ଠିକୁ ଯାଉଛି ଯାଉ ତା ପାଇଁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ।

Leave A Reply

Your email address will not be published.