ରହସ୍ୟମୟ ବ୍ରହ୍ମାଣ୍ଡ

53

୧.    ୧୯ ଶହ ଦଶକରେ ହୋଇ ଥିବା  Human Race ଠାରୁ ଆମେ ଅଧିକ ଫଟୋ ପ୍ରତି ୨ ମିନିଟ୍ ରେ ଉଠାଇଥାଉ ।

୨.    Aztee ସାମ୍ରାଜ୍ୟ ଠାରୁ Oxford ବିଶ୍ୱବିଦ୍ୟାଳୟ ଅଧିକ ପୁରୁଣା  ।

୩.    ପ୍ରକୃତରେ New York ସହର ରୋମ ଅପେକ୍ଷା ଅଧିକ ଦକ୍ଷିଣରେ ଅଛି  ।

୪.    Fax Machine ଯେତେବେଳେ ଉଦ୍ଭାବନ ହେଲା ,ସେତେବେଳେ ରୁଷିଆରେ ମଧ୍ୟ ଦାସତ୍ୱ ପ୍ରଥା ଥିଲା  ।

୫.    ପ୍ରକୃତରେ ମୂଳାର ରଙ୍ଗ ବାଇଗଣୀ  ।

୬.    USA ରେ ଥିବା Mc Donalds ର ସମସ୍ତ ଶାଖା ଠାରୁ ସେଠାରେ ଥିବା ପାଠାଗାର ସଂଖ୍ୟା ଅଧିକ  ।

୭.    ମନୁଷ୍ୟର DNA କଦଳୀ ର DNA ସହ ୫୦% ସମାନ  ।

୮.    ଯଦି ଏକ କାଗଜକୁ ୪୨ ଭାଙ୍ଗ କରାଯାଇ ରଖାଯାଏ, ତେବେ ଏହାର ମୋଟେଇ ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଥିବା ଦୂରତା ସହ ସମାନ ହେବ  ।

୯.    ସାଉଦି ଆରବମାନେ ଅଷ୍ଟ୍ରେଲିଆ ଠାରୁ ଓଟ ଆମଦାନୀ କରନ୍ତି ।

୧୦.  ପ୍ଲୁଟୋର ଆବିଷ୍କାର ଠାରୁ ନବ ଗ୍ରହରୁ ବହିଷ୍କାର ହେବା ପର୍ଯ୍ୟନ୍ତ,ଗ୍ରହ ଟି ସୂର୍ଯ୍ୟ ଚାରିପଟେ ଥରେ ମାତ୍ର ସଂପୂର୍ଣ୍ଣ ବୁଲି ପାରି ନଥିଲା  ।

୧୧.  ପ୍ଲୁଟୋର ପୃଷ୍ଠ ଦେଶ ଋଷିଆ ଅପେକ୍ଷା ସାନ  ।

୧୨.  ବୃହସ୍ପତି ଓ ଶନି ଗ୍ରହ ରେ ହୀରା ବର୍ଷା ହୁଏ  ।

Leave A Reply

Your email address will not be published.