ବିଜ୍ଞାନ ବି ଗାଈ ର ଶକ୍ତି କୁ ସମ୍ମାନ କରେ

569

୧. ଗାଈ ଗୋବରରେ ଟି.ବି ଓ ମ୍ୟାଲେରିଆ ଜୀବାଣୁ ମରି ଯାଆନ୍ତି ।

୨. ଗାଈ କ୍ଷୀର ପଇଲେ ଆମ ସ୍ମରଣ ଶକ୍ତି ବଢେ ।

୩. ରେଡିଓ କିରଣରୁ ଗାଈ କ୍ଷୀର ଆପଣଙ୍କୁ ସବୁଠାରୁ ଅଧିକ ରକ୍ଷା କରିଥାଏ ।

୪. ଗାଈ କ୍ଷୀର ହୃଦ ରୋଗରୁ ଆମକୁ ରକ୍ଷା କରିଥାଏ ।

୫. ଗାଈ କ୍ଷୀରରେ ଥିବା ପଦାର୍ଥ ଯୋଗୁଁ ଆଖିର ଶକ୍ତି ବଢିଥାଏ ।

୬. ଗାଈ ଶରୀରରେ ଯଦି ଆପଣ ଦୈନିକ ହାତ ମାରିବେ ତେବେ ଆପଣଙ୍କ ରକ୍ତ ଚାପ ଠିକ୍ ରହିବ 

୭. ୧୧.୭ ଗ୍ରାମ ଗାଈ ଘିଅରେ ଯଜ୍ଞ କଲେ ୧ ଟନ ଅମ୍ଳଜାନ ତିଆରି ହୁଏ ।

୮. ଗାଈ ଗୋବର ଗନ୍ଧରେ ଟି.ବି ରୋଗର ଜୀବାଣୁ ମରି ଯାଆନ୍ତି ।

Leave A Reply

Your email address will not be published.