ସାଧାରଣତଃ ଆମେ ତାର ନାମରୁ ଜାଣି ପାରୁଛୁ ସେ କିଛି Analysis କାମ କରେ । ଆଉ Google Analytics ନାମ ଏଥି ପାଇଁ ହୋଇଛି କାରଣ ଏହା Google କମ୍ପାନୀ ପ୍ରସ୍ତୁତ କରିଛି । ଆଜି ଆମେ କହିବୁ ଏହାର କାମ କଣ? ଏହା କଣ ପାଇଁ ବ୍ୟବହାର କରାଯାଏ?
Related Posts
-
ସାଧାରଣତଃ ଆମେ Google Analytics କୁ Website ର ଟ୍ରାଫିକ Analyze କରିବା ପାଇଁ ବ୍ୟବହାର କରିଥାଉ ।
-
କେତେ ଜଣ ଆପଣଙ୍କ Website କୁ Visit କରୁଛନ୍ତି,ସେ କେଉଁ ଦେଶରୁ କେଉଁ ବର୍ଗ ରୁ ଏବଂ କେଉଁ ଠାରେ ଆସିଲେ ତାହା ଆପଣ Google Analytics ଦ୍ୱାରା ଜାଣି ପାରିବେ ।
-
ପ୍ରତିଦିନ କେତେ ଲୋକ କେତେ ସମୟ ଆପଣଙ୍କ Website ରେ ଅତିବାହିତ କରୁଛନ୍ତି ତାହା ଜାଣିପାରିବେ ।
-
କେଉଁ ଶବ୍ଦ ଦ୍ୱାରା ପରିଦର୍ଶକ ଆପଣଙ୍କ Website କୁ ଆସିଛି ତାହା ମଧ୍ୟ ଜାଣି ପାରିବେ ଏବଂ ଆହୁରି ଅନେକ କିଛି ।