ଏହି ଫର୍ମୁଲା ଦ୍ୱାରା ୩୦ ଦିନ ଭିତରେ ଆପଣ ବିନା ଅର୍ଥ ଖର୍ଚ୍ଚରେ ଆପଣ ଗ୍ରାହକ ପାଇ ପାରିବେ

160

                ଆଜିକାଲି ର ଦୁନିଆରେ ଅର୍ଥର ଅଭାବ ନାହିଁ । କିନ୍ତୁ ଅଧିକାଶଂ ସ୍ଥାନରେ ଦେଖାଯାଏ ଯେ ଅର୍ଥ ଠାରୁ ବୁଦ୍ଧି ଅଧିକ ଶକ୍ତିଶାଳୀ ଯେପରିକି Airtel ଭଳି Company  କୁ Reliance Jio ଟକ୍କର ଦେଇ ପାରିଲା । ଏହା ଡିଜିଟାଲି କିପରି ସମ୍ଭବ ଆଜି ଆମେ ଆପଣଙ୍କୁ କହିବୁ ।

୧. ପ୍ରଥମେ ଆପଣଙ୍କ Website SEO ରେ ଧ୍ୟାନ ଦିଅନ୍ତୁ ।

  •        ଆପଣଙ୍କ Broken Link କୁ ସୁଧାରନ୍ତୁ ।

  •        ଆପଣଙ୍କ Website ର Speed କୁ ବଢାନ୍ତୁ ଯେପରିକି ସେ ୩ ସେକେଣ୍ଡ୍ ଭିତରେ ଲୋଡ ହୋଇ ପାରିବ ।

  •        ଆପଣଙ୍କ ହିସାବରେ ଯେଉଁ ଲୋକ ଯୋଡି ହେବା କଥା ସେ କାହିଁକି ଯୋଡି ହେଉ ନାହିଁ ତା ଉପରେ ଚିନ୍ତା କରନ୍ତୁ ।

  •         ପୁରୁଣା ଲେଖା ଓ ଫଟୋ କୁ ବଦଳାନ୍ତୁ ।

୨.ଛୋଟ ଏବଂ ଆକର୍ଷଣୀୟ Keyword କୁ ବାଛନ୍ତୁ ।

୩.ନିଜର Marketing Campaign କୁ ଲୋକଙ୍କ ଦରକାରରେ ପରିଣତ କରନ୍ତୁ ।

୪.ଗୁଗୁଲ Rank ରେ ଆପଣଙ୍କ ସ୍ଥାନ କୁ ମଜବୁତ କରନ୍ତୁ ।

୫.ସୋସିଆଲ ମିଡିଆରେ କିଛି ସମୟ ଅତିବାହିତ କରନ୍ତୁ ।

୬.ଆପଣଙ୍କ ଗ୍ରାହକ ଯେପରି ଚାହୁଁଛନ୍ତି ଆପଣ ସେପରି କରନ୍ତୁ ।

୭.ଜାଣିବାକୁ ଚେଷ୍ଟା କରନ୍ତୁ କାହିଁକି ଆପଣଙ୍କ Website ରୁ ଲୋକମାନେ ପଳାଉଛନ୍ତି ।

୮. Referal Program କୁ ଆପଣଙ୍କ Website ରେ ଆପଣାନ୍ତୁ ।

୯.ଆପଣ ଆପଣଙ୍କ E-mail Subscriber ଲିଷ୍ଟ କୁ ଆଜି ହିଁ ଡିଲିଟ କରନ୍ତୁ । କାରଣ ଆପଣ ବି ଜାଣିଛନ୍ତି ଯେ ଆପଣଙ୍କ E-mail କୁ ଯେଉଁ ମେସେଜ ଆସେ ସେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଆପଣ ଯେତେ ବି ଅର୍ଥ E-mail Marketing ରେ ଖର୍ଚ୍ଚ କରୁଛନ୍ତି ସେତିକି ଫେସବୁକ ପେଜ ରେ କରନ୍ତୁ ଦେଖିବେ ଅଧିକ ଲାଭ ମିଳିବ ।

Leave A Reply

Your email address will not be published.