କାହିଁକି ଏକଲବ୍ୟଙ୍କ ଗୁରୁଭକ୍ତି ଚିର ସ୍ମରଣୀୟ
ଦ୍ରୋଣାଚାର୍ଜ୍ୟ ଦ୍ରୁପଦ ରାଜାଙ୍କ ନିକଟରୁ ଅପମାନ ପାଇ ଅପମାନର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ବୁଲୁଥିବା ବେଳେ ଭୀଷ୍ମଙ୍କ ଅନୁରୋଧରେ କୌରବ ଓ ପାଣ୍ଡବମାନଙ୍କର ଅସ୍ତ୍ରଗୁରୁରୁପେ ନିଯୁକ୍ତ ହେଲେ। ଶିକ୍ଷାଦାନ ପୂର୍ବରୁ ଗୁରୁ ଦ୍ରୋଣ ଶିଷ୍ୟମାନଙ୍କୁ ଏକାନ୍ତରେ ନିଜର ଅଭିପ୍ରାୟ ବ୍ୟକ୍ତ କଲେ।…