Browsing Category
ସ୍ୱାସ୍ଥ୍ୟ
ହଳଦୀର ଔଷଧୀୟ ଗୁଣ
ହଳଦୀ କେବଳ କୀଟାଣୁନାଶକ ତାହା ନୁହେଁ ବରଂ ଏହା ପ୍ରଜ୍ଵଳନରୁ ମଧ୍ୟ ରକ୍ଷା କରେ | ଏହା ତ୍ଵଚା ପାଇଁ ଅତ୍ୟନ୍ତ ଉପକାରୀ | ପୁରାତନ କାଳରୁ ଭାରତୀୟ ନାରୀମାନେ ସୁନ୍ଦର ଏବଂ ସ୍ଵାସ୍ଥ୍ୟ ତ୍ଵଚା ପାଇଁ ହଳଦୀ ବ୍ୟବହାର କରିଆସୁଛନ୍ତି |
ତ୍ଵଚା ପାଇଁ ହଳଦୀର ଉପକାରୀତା :-
ହଳଦୀ ତ୍ଵଚା ପାଇଁ…
ସାବଧାନ : ଏପରି କରୁଥିଲେ ନଷ୍ଟ ହୋଇପାରେ ଆପଣଙ୍କ ମସ୍ତିଷ୍କ
୧. ଧୁମ୍ରପାନ : ଧୁମ୍ର ପାନ କରିବା ଦ୍ୱାରା ଆପଣଙ୍କ ମସ୍ତିଷ୍କରେ ଥିବା କୋଷ ଗୁଡ଼ିକ ଧୀରେ ଧୀରେ ଛୋଟ ହୋଈଯାଆନ୍ତି । ଯାହା ଫଳରେ ଆପଣଙ୍କ Alzheimer ଭଳି ରୋଗ ହୋଇପାରେ , ଏହି ରୋଗ ହେଲେ ଆପଣଙ୍କର ସ୍ମରଣ ଶକ୍ତି କମିଯାଏ ଓ କଥା କଥାକେ ଆପଣ ଭୁଲି ଯାଆନ୍ତି ।
୨. …