Browsing Category
Whatsapp ଗଳ୍ପ
ସବୁଠୁ ସୁନ୍ଦର ପ୍ରେମ
ଟିକେ ମନ ଦେଇ ପଢିବ
ଥରେ, ଜଣେ ସ୍ତ୍ରୀ ଲୋକ ତା'ର ଘର ଆଗରେ ୩ ଜଣ ସାଧୁବାବାଙ୍କୁ ଦେଖିଲେ ।ସେ ସେମାନଙ୍କୁ ଜାଣି ନ ଥିଲେ ।
ସ୍ତ୍ରୀ ଲୋକଟି ଯାଇ ସେମାନଙ୍କୁ କହିଲେ:- ଦୟାକରୀ ଭିତରକୁ ଆସନ୍ତୁ ଓ କିଛି ଭୋଜନ ଗ୍ରହଣ କରନ୍ତୁ ।
ସାଧୁ କହିଲେ:- ତୁମର ସ୍ବାମି ଘରେ ଅଛନ୍ତି କି ?
ସ୍ତ୍ରୀ…
ମା ବାରମ୍ବାର ପଛରୁ ଡାକୁଥିଲା କିଛି ଖାଇକରି ଯା
ସେଦିନ ସକାଳୁ ବିନା କାରଣରେ ମା ସହିତ ଝଗଡା ହୋଇଗଲା । ମୁଁ ସକାଳୁ କିଛି ନଖାଇ ନପିଇ ଘରୁ ଅଫିସ୍ ବାହାରିଗଲି । ମା ବାରମ୍ବାର ପଛରୁ ଡାକୁଥିଲା କିଛି ଖାଇକରି ଯା । କିନ୍ତୁ ମୁଁ ପଛକୁ ଫେରି ଚାହିଁନଥିଲି । ବସରେ ଅଫିସ୍ ଯାଉଥିବା ସମୟରେ ଭାବୁଥିଲି ମୁଁ ଆଉ ଏତେ ଛୋଟ ହୋଇନାହିଁ ଯେ ମା…
ମୋ ଧନରେ ତୁ ଖୁସିରେ ରହ
ଗୋଟେ ଛୋଟ ପିଲା କୁ ଗୋଟେ ଆମ୍ବ ଗଛ ବହୁତ ପସନ୍ଦ ଥିଲା ।
ସମୟ ମିଳିଲେ ସେ ଆମ୍ବଗଛ ପାଖକୁ ଜାଏ, ତା ସହ ଖେଳେ ତା ଉପରେ ଚଢ଼େ ଆମ୍ଵ ଖାଏ , ଥକିଗଲେ ତାରି ଛାଇ ରେ ଶୋଇଯାଏ, ଏମିତି ଗଛ ସହ ପିଲାଟି ର ଘନିଷ୍ଟ ସମ୍ପର୍କ ହେଇଗଲା
ଦିନ କୁ ଦିନ ପିଲାଟି ବଡ ହେଇ ହେଇ ଗଲା ଓ ଗଛ ପାଖକୁ ଆସିବା ତାର…
ମନ୍ଦିର ବାହାରେ ଲେଖା ଥୀବା ଏକ ନିରାଟ ସତ୍ୟ
ମନ୍ଦିର ବାହାରେ ଲେଖା ଥୀବା ଏକ ନିରାଟ ସତ୍ୟ । ଯଦି ଉପବାସ କରିଲେ ଭଗବାନ ଖୁସି ହୁଅନ୍ତେ ତା ହେଲେ ଏ ସଂସାରରେ ଖାଲି ପେଟରେ ବୁଲୁଥୀବା ଭିକାରୀ ସବୁଠାରୁ ଭାଗ୍ୟବାନ ବ୍ୟକ୍ତି ହୁଅନ୍ତା । ତେଣୁ ଉପବାସ ଅନ୍ନର ନୁହଁ ବିଚ୍ଚାରର କର। ମଣିଷ ନିଜେ ପ୍ରଥମେ ଠିକ୍ ହେବା ଦରକାର ।
ଯେତେବେଳେ ଚଢେଇ…
ସେ ଜଣେ “ମା”
ରାତି ପ୍ରାୟ ୧୨ଟା ହେବାକୁ ଜାଉଥିଲା, ପ୍ରବଳ ବର୍ଷା ବି ପଡ଼ୁଥିଲା..
"ଅଜୟ" ଓ ତାଙ୍କ ସ୍ତ୍ରୀ "ପ୍ରିୟା " ଜଣେ ସାଙ୍ଗ ବାହାଘର ପାର୍ଟି ରୁ ଫେରୁଥିଲେ..
ବର୍ଷା ପଡ଼ୁଥୁବାରୁ ଅଜୟ ଧିରେ ଧିରେ ଗାଡ଼ି ଚଲଉଥିଲେ. ଅଚାନକ ଅଜୟ ସାମ୍ନାରେ ଏକ ବିଜୁଳି ପଡିଲାଭଳି ଆଲୋକ ଦେଖାଗଲା..
ଅଜୟ…
ଗୋଟିଏ ପିଲା ତାର ବୟସର ଅଲଗା ଅଲଗା ପାହାଚରେ ତାର ବାପାଙ୍କ ବିଷୟରେ କଣ ଭାବିଥାଏ ଆସନ୍ତୁ ପଢିବା
4 ବର୍ଷ:- ମୋ ବାପା ମହାନ୍ ଅଟନ୍ତି ।
6 ବର୍ଷ:-ମୋ ବାପା ସବୁ ଜାଣିଛନ୍ତି , ସେ ସବୁଠୁ ହୋସିୟାର ଅଟନ୍ତି ।
10 ବର୍ଷ:- ମୋ ବାପା ଭଲ ଅଟନ୍ତି , କିନ୍ତୁ ଟିକେ ରାଗୀ ।
12 ବର୍ଷ:- ମୁଁ ଯେତେବେଳେ ଛୋଟ ଥିଲି ,ତ ମୋ ବାପା ମୋତେ ଭଲ ପାଉଥିଲେ ।
16 ବର୍ଷ:- ମୋ ବାପା ବର୍ତମାନ ଯୁଗ ସହ ତାଳ…
ଏ ଯୁଗର କୃଷ୍ଣ ସୁଦାମା
ଆଜ୍ଞ୍ୟା ଏଇଟା ରାଜେଶ୍ ବାବୁଙ୍କ ଘର ନା ? ମୁଁ ତାଙ୍କୁ ଦେଖା କରିବା ପାଇଁ ଆସିଛି, ତାଙ୍କୁ କୁହ ତୁମ ବନ୍ଧୁ ଆସିଛନ୍ତି । ସିକ୍ୟୁରିଟି ଗାର୍ଡ ଲୋକଟିକୁ ଉପରୁ ତଳ ପର୍ଯ୍ୟନ୍ତ ନୀରେକ୍ଷି ଦେଖିଲା ଓ ତାର ଚେହେରା ଦେଖି ହସିବାକୁ ଲାଗିଲା ।
ଆରେ ଭାଇ ଯାଅ, ଯାଅ ତୁମ କାମ କର । ସକାଳୁ ସକାଳୁ…
ଇଶ୍ବର ଆମ ପାଖରେ ସବୁବେଳେ ଥାଆନ୍ତି
ସକାଳୁ ଯେତେବେଳେ ତୁମେ ନିଦରୁ ଉଠିଲ ମୁଁ ତୁମରି ପାଖରେ ହିଁ ଥିଲି । ମୁଁ ଭାବିଲି ତୁମେ ମୋ ସହ କଥା ହେବ । ଗତକାଲି ବା ବିଗତ ଦିନର କିଛି ଘଟଣା ପାଇଁ ତୁମେ ମୋତେ ଧନ୍ୟବାଦ ଦେବ । କିନ୍ତୁ ତୁମେ ସେମିତିକିଛି ନ କରି ଫଟାଫଟ୍ ଉଠିପଡି ନିତ୍ୟକର୍ମ ସାରି କଫି ପିଇ ଗାଧୋଇବାକୁ ଚାଲିଗଲ । ମୋ…
ଏକ ଜାହାଜ ସମୁଦ୍ର ମଧ୍ୟରେ ଦୁର୍ଘଟଣାର ସମ୍ମୁଖୀନ ହେଲା
ଏକ ଜାହାଜ ସମୁଦ୍ର ମଧ୍ୟରେ ଦୁର୍ଘଟଣାର ସମ୍ମୁଖୀନ ହେଲା | ସେ ଜାହାଜରେ ଏକ ଦମ୍ପତି ଯାତ୍ରା କରୁଥିଲେ | ଯେତେବେଳେ ଲାଇଫ୍ ବୋଟ୍ କୁ ସମସ୍ତଙ୍କୁ ସ୍ଥାନାନ୍ତର କରାସରିଲା, ଦେଖାଗଲା ଯେ ବୋଟ୍ ରେ ଆଉ ମାତ୍ର ଗୋଟିଏ ଲୋକର ସ୍ଥାନ ଖାଲି ଅଛି |
ଶେଷରେ ଏ ଦମ୍ପତି ହିଁ କେବଳ ବାକି ଥିଲେ | ଏ…
କଇଁଛ ଓ ଠେକୁଆ କାହାଣୀ କିନ୍ତୁ ଦୁଇ ଜଣ କିପରି ଜିତିଲେ?
?କଇଁଛ ଓ ?ଠେକୁଆ କାହାଣୀ
✍ଏକ ନୂଆ ରୂପରେ, ✍ଭିନ୍ନ ଶୈଳୀରେ
======================
ଆମେ ସମସ୍ତେ ?କଇଁଛ ଓ ?ଠେକୁଆଙ୍କ କାହାଣୀ ଜାଣିଛନ୍ତି। ପୁରୁଣା କାହାଣୀଟି ଏହିପରି-:
✍ ଥରେ ?କଇଁଛ ଓ ?ଠେକୁଆ ମଧ୍ୟରେ ଏକ ଦୌଡ଼ ପ୍ରତିଯୋଗିତା ହେଲା।?ଠେକୁଆ ଦ୍ରୁତ ଗତିରେ ଦୌଡ଼ି ଦୌଡ଼ …