Browsing Category

Whatsapp ଗଳ୍ପ

ମା ଓ ସ୍ତ୍ରୀ ମଧ୍ୟରୁ ପୁଆ କାହିଁକି ବଛିଲା ମାଆକୁ?

ପତ୍ନୀ ବାରମ୍ବାର ମାଙ୍କ ଉପରେ ଅଭିଯୋଗ ଆଣୁଥିଲା...ଓ ପତି ବାରମ୍ବାର ତାକୁ ନିଜ ସୀମାରେ ରହିବା ପାଇଁ କହୁଥିଲା..... କିନ୍ତୁ ପତ୍ନୀ ପାଟି ଚୁପ୍ କରିବାର ନାଁ ବି ଧରୁ ନ ଥିଲା । ସେ ଜୋର୍ ଜୋର୍ ରେ ପାଟି ଚିଲେଇ କହୁଥିଲା......ମୁଁ ମୋ ସୁନାମୁଦିକୁ ଏଇ ଟେବୁଲ୍ ଉପରେ ରଖିଥିଲି ....ତୁମ ଓ…